Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ

by Bureauom
November 10, 2025
in ଜିଲ୍ଲା, ଝାରସୁଗୁଡା
A A
ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ) : ରୋଡ ରୋମିଓଙ୍କ ନିଦ ହଜାଇଲା ପୁଲିସ l ରୋଡ଼ ରୋମିଓଙ୍କ ଆକ୍ସନ ପରେ ପୁଲିସର ଏବେ ଦେଖିବାକୁ ମିଳିଛି ରିଆକ୍ସନ l ତୀବ୍ର ବେଗରେ ବାଇକ ଚଳାଇବା କେତେକ ରୋଡ ରୋମିଓଙ୍କ ପାଇଁ ଫେସନ ହୋଇଥିଲା ବେଳେ ଏହି ଫେସନରେ ଯୋଡି ହୋଇଛି ମୋଡିଫାଏଡ଼ ସାଇଲେନ୍ସର l ଝାରସୁଗୁଡ଼ାରେ କେତେକ ରୋଡ ରୋମିଓ ବୁଲେଟ ଚାଳକ ବୁଲେଟରେ ଲାଗିଥିବା ମୂଳ ସାଇଲେନ୍ସରକୁ ବାହାର କରି ବିକଟାଳ ଶବ୍ଦ ଶୃଷ୍ଟି କରୁଥୁବା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା ଯୋଗୁଁ ବବିକଟାଳ ଶଦ୍ଦ ସୃଷ୍ଟି ହେଉଥିଲା l ଗତ ଶନିବାର ଦିନ Orissa Mirror ରେ ମୋଡିଫାଇଡ୍ ସାଇଲେନ୍ସର ଲଗାଇ ଶଦ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ଖବର ପ୍ରକାଶ ପାଇଥିଲା l

ଖବର ପ୍ରକାଶ ପାଇବା ପରେ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ବବିକଟାଳ ଶଦ୍ଦ ସୃଷ୍ଟି କରୁଥିବା ରୋଡ ରୋମିଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ଼ି ରାଘବେନ୍ଦ୍ର ନିର୍ଦ୍ଧେଶ ଦେଇଥିଲେ l ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ଙ୍କ ନିର୍ଦ୍ଧେଶ ପରେ ଗତକାଲି ଟାଉନ ପୁଲିସ ୧୯ ଟି, ବେଲପାହାଡ ପୁଲିସ ୨ ଟି ଓ ବ୍ରଜରାଜନଗର ପୁଲିସ ୪ ଟି ବୁଲେଟ ଜବତ କରିଛି l ବିକଟାଳ ଶଦ୍ଦ ସୃଷ୍ଟି କରୁଥିବା କୌଣସି ଯାନବାହାନ ଅବା ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଦେଖିଲେ ୧୧୨ କିମ୍ବା ନିକଟସ୍ଥ ଥାନାକୁ ସୂଚନା ଦେବାକୁ ଆରକ୍ଷୀ ଅଧିକ୍ଷକ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି l

Bureauom

Bureauom

Next Post
ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ

ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ

ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର

ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର, ଅଳ୍ପକେ ବର୍ତିଲେ ଚାଳକ

ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ

ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ,ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ

ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ

ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved