Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ହାଣ୍ଡିଧୂଆ ଅଣ୍ଡରପାସ୍ ରାସ୍ତା ଦୁରବସ୍ଥା ନେଇ ଦାବୀପତ୍ର ପ୍ରଦାନ

by Bureauom
October 30, 2025
in ଜିଲ୍ଲା
A A
ହାଣ୍ଡିଧୂଆ ଅଣ୍ଡରପାସ୍ ରାସ୍ତା ଦୁରବସ୍ଥା

ତାଳଚେର: ହାଣ୍ଡିଧୂଆ ଅଣ୍ଡରପାସ୍ ରାସ୍ତା ଦୁରବସ୍ଥା ନେଇ ଯୁବ ସମାଜସେବୀ ସୁଲେଖ ସେଠୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯାଳୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ହାଣ୍ଡିଧୂଆ ରେଲୱେ ଅଣ୍ଡରପାସ୍ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଦେଇ ପ୍ରତିଦିନ ପବିତ୍ର ମୋହନ ମେଡିକାଲ୍ କଲେଜ୍‌, କୋଇଲାଖଣି ଅଂଚଳ, ରେଳ ଷ୍ଟେସନ୍ ଏବଂ ଅନୁଗୁଳ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଯାଉଥିବା ସହସ୍ରାଧିକ ପଥଚାରୀ, ବସ୍‌, କାର୍‌, ମୋଟରସାଇକେଲ୍ ଓ ସାଇକେଲ୍‌ ଯାତାୟାତ କରିଥାନ୍ତି । ରାସ୍ତାଟି ଖାଲଖମଣ ଓ ଗର୍ତ ହୋଇଥିବାରୁ ବର୍ଷ ସାରା ପାଣି ଜମି ରହୁଛି, ଯାହା ଫଳରେ ଯାତାୟାତରେ ଘୋର ଅସୁବିଧା ହେଉଅଛି ଏବଂ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଅଛି ।

ଏହି ସମସ୍ୟା ବହୁ ପୁରୁଣା ହୋଇଥିଲେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ଅନେକପଟେ ଅନୁରୋଧ ହୋଇଥିଲେ ମଧ୍ୟ ରେଲୱେ କର୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଯାହା ଫଳରେ ସାଧାରଣ ଲୋକଙ୍କ ଜୀବନ ଓ ଯାତାୟାତ ଅତୀଷ୍ଠ ହୋଇପଡିଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ଯଥାଶୀଘ୍ର ଏହି ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇ ଆନ୍ଦୋଳନ କରାଯିବ ।

Bureauom

Bureauom

Next Post
ଇଣ୍ଡିଆ ମେରିଟାଇମ୍ ସପ୍ତାହ 2025

India Maritime Week 2025: ଓଡ଼ିଶା ଜିତିଲା ଶ୍ରେଷ୍ଠ ଷ୍ଟଲ୍ ପୁରସ୍କାର

ବିଶ୍ଵ ମିତବ୍ୟୟିତା ଦିବସ 2025

ବିଶ୍ଵ ମିତବ୍ୟୟିତା ଦିବସ 2025: ମିତାବ୍ୟୟୀ ହୋଇ ସଞ୍ଚୟ କରନ୍ତୁ

Fire at Rajasthan Resort

Fire at Rajasthan Resort: ତମ୍ବୁ ଜଳି ପାଉଁଶ ,ପର୍ଯ୍ୟଟକମାନେ ସୁରକ୍ଷିତ

ଇନ୍ଦିରା ଗାନ୍ଧୀ ମୃତ୍ୟୁ ବାର୍ଷିକୀ

ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ ରେ ରାହୁଲ ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି

ଏୟାର ଇଣ୍ଡିଆ

ମାଲିକଙ୍କଠାରୁ ୧୦,୦୦୦ କୋଟି ଟଙ୍କାର ସହାୟତା ଲୋଡିଲା ଏୟାର ଇଣ୍ଡିଆ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved