Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

PMP ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍ କାଟ, ରୋଗୀ ସମେତ ଡ଼ାକ୍ତର ହନ୍ତସନ୍ତ

by Bureauom
November 6, 2025
in ଅନୁଗୁଳ
A A
PMP ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍ କାଟ

ତାଳଚେର(ବିଜୟ କୁମାର ଦେବତା): ତାଳଚେର ନିର୍ଭର ଯୋଗ୍ୟ ଘଂଟପଡ଼ା ସ୍ଥିତ ପବିତ୍ରମୋହନ ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍‌କାଟ୍ ହେଉଥିବାରୁ ରୋଗୀ ସମେତ ଡ଼ାକ୍ତରମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଉକ୍ତ ଚିକତ୍ସାଳୟରେ ଜେନେରେଟର ଉପଲବ୍ଧ ରହିଥିଲେ ମଧ୍ୟ କୌଣସି ତୃଟିରୁ ତାହା ଚାଲୁନଥିବାରୁ ରୋଗୀ ଚିକିତ୍ସା ବେଳେ ହଠାତ୍ ପାୱାର କଟ ହେଉଥିବାରୁ ନାହିଁ ନଥିବା ହଇରାଣ ହରକତ ହେଉଥିବା ରୋଗୀମାନେ ଅଭିଯୋଗ କରିଛନ୍ତି । ଏହି ଡ଼ାକ୍ତରଖାନାକୁ ଦୈନିକ ବହୁ ଦୁରଦୂରାନ୍ତରୁ ପ୍ରାୟ ୮ଶହରୁ ୯ଶହ ରୋଗୀ ଚିକିତ୍ସା ହେବାନେଇ ଆସିଥାନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ମେଡ଼ିକାଲ କଲେଜରେ ନବ ନିଯୁକ୍ତ ଡ଼ାକ୍ତର ଓ ପ୍ରଫେସର୍ ଏହି କାରଣରୁ ବୋଧହୁଏ ଏଠାକୁ ଆସିବାକୁ ରାଜି ନୁହଁନ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏଠାରୁ କୋଟି କୋଟି ଟଙ୍କା ରାଜସ୍ୱ ଯାଉଥିଲେ ମଧ୍ୟ ଓ ଏହି ମେଡ଼ିକାଲ କଲେଜ ପାଇଁ ଡ଼ିଏମ ପଣ୍ଡରୁ ୫ବର୍ଷ ପାଇଁ ରାଜ୍ୟ ସରକାର କୁଆଡ଼େ ପରିଚାଳନା ବାବଦକୁ ୫ଶହକୋଟି ଟଙ୍କା ନେଇଥିଲେ ମଧ୍ୟ ଆଜି ଏହି ଅବ୍ୟବସ୍ଥା ପାଇଁ କିଏ ଦାୟୀ ବୋଲି ଏଠାରେ ପ୍ରଶ୍ନ ହେବା ସହ ଏଠାରେ ରହିଥିବା ଜନପ୍ରତିନିଧି ଓ ଏହାର ଦାୟୀତ୍ୱରେ ଥିବା ଅଧିକାରୀ କ’ଣ କରୁନ୍ତି ବୋଲି ଚର୍ଚ୍ଚା ହେବା ସହ ପ୍ରଦ୍ୟୁଷିତ ଜର୍ଜରିତ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Bureauom

Bureauom

Next Post
ରାଷ୍ଟ୍ରୀୟ ଏକତା ଦିବସରେ ବିଭିନ୍ନ ପ୍ରତିଯୋଗିତା

ରାଷ୍ଟ୍ରୀୟ ଏକତା ଦିବସରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ

ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ

ମହାନଦୀ ତଟ ବିକାଶ ପାଇଁ ଖର୍ଚ୍ଚ ହେବ ଦୁଇ ଶହ କୋଟି

ମହାନଦୀ ତଟ ବିକାଶ ପାଇଁ ଖର୍ଚ୍ଚ ହେବ ଦୁଇ ଶହ କୋଟି

ସ୍ବଚ୍ଛତା ପାଇଁ ଏକାଠି ହେଲେ ପିଲାଠୁ ବୟସ୍କ

ସ୍ବଚ୍ଛତା ପାଇଁ ଏକାଠି ହେଲେ ପିଲାଠୁ ବୟସ୍କ: ଖୋଲାରେ ମଳତ୍ୟାଗ କଲେ ୫ଶହ, ନିଶା ଖାଇଲେ ୫ହଜାର ଫାଇନ

ବୌଦ୍ଧରେ ଉଦଯାପିତ ହେଲା ଆଦର୍ଶ ସଂସଦ କାର୍ଯ୍ୟାଳୟ

ବୌଦ୍ଧରେ ଉଦଯାପିତ ହେଲା ଆଦର୍ଶ ସଂସଦ କାର୍ଯ୍ୟାଳୟ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved