Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ତାଳଚେରରେ ଗୋରୁ ଗାଈ କେତେ ସୁରକ୍ଷିତ!

by Bureauom
November 12, 2025
in ଜିଲ୍ଲା, ତାଳଚେର
A A
ତାଳଚେରରେ ଗୋରୁ ଗାଈ କେତେ ସୁରକ୍ଷିତ!

ତାଳଚେର(ବିଜୟ କୁମାର ଦେବତା): ତାଳଚେର ସହରରେ କ୍ରମଶଃ ଗୋରୁଗାଈ ସଂଖ୍ୟା ଲୋପପାଇ ଆସୁଥିବା ବେଳେ ଯେଉଁ ପରିମାଣରେ ବର୍ତମାନ ଗୋରୁଗାଈ ରହିଛନ୍ତି ସେମାନେ ଏବେ ଖାଇବାକୁ ନପାଇ ରାସ୍ତାବାଟ ଘାଟରେ ବୁଲି ପାଶ୍ୱର୍ରେ ପଡ଼ି ରହିଥିବା ଜରି, ଖଲି, ଚଉପତି ଇତ୍ୟାଦି ଖାଇ ମୃତ୍ୟୁ ମୁଖରେ ପଡ଼ୁଥିବା ଅଭିଯୋଗ ହେଉଛି । ଦୋକାନୀମାନେ ସେମାନେଙ୍କ ଅବ୍ୟ ବ୍ୟବହୃତ ଜରି ଓ ଆବର୍ଜନା ବାହେରେ ଫପାଡ଼ି ଦେଉଥିବାରୁ ଗୋରୁଗାଈମାନେ ଖାଦ୍ୟ ଅନ୍ୱେଷଣରେ ପେଟର ଜ୍ୱାଳା ସମ୍ଭାଳି ନପାରି ସେଗୁଡ଼ିକୁ ଖାଇ କେତେକ ଜୀବନ ହାରୁଥିବା ବେଳେ ଆଉ କେତେକ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ପୌରପରିଷଦ ପକ୍ଷରୁ ଦୋକାନି ଗୁଡିକୁ ପଲିଥିନ ନପକାଇବାକୁ ତାଗିଦ୍ କରୁଥିଲେ ମଧ୍ୟ ଅମାନିଆ ଦୋକାନୀମାନେ ଏଗୁଡ଼ିକୁ ରାସ୍ତା କଡ଼ରେ ପକାଇ ଦେଉଥିବାରୁ ଏହି ଅବସ୍ଥା ସୃଷ୍ଟି ହେଉଛି । ତେଣୁ ତୁରନ୍ତ ପୌରପରିଷଦ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଆହୁରି ମଧ୍ୟ ଗୋରୁ ଗାଈ ଗୁଡ଼ିକ ରାସ୍ତାରେ ଶୋଇ ରହୁଥିବାରୁ ଯାନବାହାନ ଚଳାଚଳରେ ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁମୁଖରେ ପଡ଼ୁଥିବା ଦୁଃଖଦ ଘଟଣା ପିଛା ଛାଡ଼ୁନାହିଁ । ତେଣୁ ଏହି ଅଘଟଣରୁ ଗୋରୁ ଗାଈଙ୍କୁ କିପରି ସୁରକ୍ଷା ଦିଆଯିବ ସେଥିନେଇ ପ୍ରଶାସନ ଓ ଗୋ ମାତା ମାଲିକ ଏଥିପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।

Bureauom

Bureauom

Next Post
ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ

ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ

ବସୁଧା ଯୋଜନା ବାଟବଣା

ବସୁଧା ଯୋଜନା ବାଟବଣା: ସୁରୁଣ୍ଡି ଗ୍ରାମରେ ଓଭର ହେଡ଼ ଟାଙ୍କି କାର୍ଯ୍ୟକ୍ଷମ କେବେ?

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved