Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ

by Bureauom
November 12, 2025
in ଜିଲ୍ଲା, ତାଳଚେର
A A
ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ

ତାଳଚେର (ବିଜୟ କୁମାର ଦେବତା): ତାଳଚେର ବ୍ଲକ ଅନ୍ତର୍ଗତ ଡ଼ଅଁରା ଗ୍ରାମର ବିଦ୍ୟୁତଲତା ସାହୁ ତାଙ୍କ ସ୍ୱାମୀ ବସନ୍ତ ସାହୁ ସେ ଅ।ଜକୁ ୩ବର୍ଷ ହେବ ପରଲୋକ ହୋଇଯିବାପରେ ତାଙ୍କର ଗୋଟିଏ ପୁଅ ଓ ଝିଅକୁ ନେଇ ତାଳଚେର ବଲଣ୍ଡା ଜଗନ୍ନାଥ କ୍ୱାର୍ଟରରେ ରହୁଛନ୍ତି । ତାଙ୍କ ସ୍ୱାମୀ ଥିବା ବେଳେ ତାଙ୍କ କିଛି ସମ୍ପର୍କିୟ ପ୍ରରୋଚନାରେ ତାଙ୍କ କ୍ୱାର୍ଟର ତଳେ ରହୁଥିବା ଜୈନିକ କର୍ମଚାରୀଙ୍କ ୩ପୁଅ ସେମାନଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରିବା ସହ ଧମକ ଚମକ ଦେଉଛନ୍ତି ଓ ତାଙ୍କ ସମ୍ପତି ଉପରେ ଲୋଭ ରଖି ଏପରି କାର୍ଯ୍ୟ କରୁଥିବା ସେ ଜାଣିବାକୁ ପାଇଛନ୍ତି ବୋଲି ମହିଳା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ସେ ଏ ସମ୍ପର୍କରେ ସେ ବଲଣ୍ଡା ଫାଣ୍ଡି ଏବଂ କୋଲିୟରୀ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଉଭୟ ପକ୍ଷକୁ ଡକାଇ କୌଣସି କଥାର ବୁଝାମଣା ନକରି କୋର୍ଟକୁ କେସ୍ ପଠାଇ ଦେଇଥିଲେ ବୋଲି ବଲଣ୍ଡା ଫାଣ୍ଡି ଅଧିକାରୀ ତାଙ୍କୁ ଏହା ପ୍ରକାଶ କରିଥିଲେ ।

ମହିଳାଙ୍କ କହିବା ମୂତାବକ ଭିନ୍ନ ଭିନ୍ନ ସମୟରେ କ୍ୱାର୍ଟର ଭିତରକୁ ପଶି ଧମକଚମକ ଦେଉଥିବାରୁ ଭୟର ବାତାବରଣ ଭିତରେ ଚଳୁଛନ୍ତି । ଯଦି ଆଗାମୀ ଦିନରେ କିଛି ଅସୁବିଧା ହୁଏ ତେବେ ପୋଲିସ୍ ପ୍ରଶାସନ ଦାୟୀ ରହିବ ବୋଲି ମହିଳା ଜଣଙ୍କ କହିବା ସହ ସ୍ଥାନୀୟ ପ୍ରସାଶନ ସୁରକ୍ଷା ଦେବାନେଇ ଏବଂ ଗଣମଧ୍ୟମ ସମ୍ମୁଖରେ ସେ ଏହା ପ୍ରକାଶ କରିଛନ୍ତି ।

Bureauom

Bureauom

Next Post
ବସୁଧା ଯୋଜନା ବାଟବଣା

ବସୁଧା ଯୋଜନା ବାଟବଣା: ସୁରୁଣ୍ଡି ଗ୍ରାମରେ ଓଭର ହେଡ଼ ଟାଙ୍କି କାର୍ଯ୍ୟକ୍ଷମ କେବେ?

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved